ads

Breaking News

୭ ଦିନ ହେଲା ନାବାଳିକା ନିଖୋଜ, ଥାନାରେ ମାମଲା ରୁଜୁ




ଓଡ଼ଗାଁ:- ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ନବରତ୍ନପୁର ହରିଜନସାହି ରୁ ଏକ ନାବାଳିକା ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଛି। ନାବାଳିକା ଜଣକ ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଗୋଡିପଲ୍ଲୀ ଗ୍ରାମର ଏକ ଯୁବକଙ୍କ ସାଥିରେ ସେ କେଉଁଆଡ଼େ ଚାଲିଯାଇଥିବା ନେଇ ଝିଅର ବାପା ଥାନାରେ ଅଭିଯୋଗ କରିଛନ୍ତି। ଗତ ୧୫ ତାରିଖରୁ ଉକ୍ତ ନାବାଳିକା ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ଓଡ଼ଗାଁ ଆଦର୍ଶ ଥାନା ପୋଲିସ୍ ୧୦୮/୨୩ ରେ ଏକ ଅପହରଣ ମାମଲା ରୁଜୁ କରିଛି ଏବଂ ତଦନ୍ତ ଜାରି ରଖିଥିବା ଜଣାପଡିଛି 
 ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୨୧/୬/୨୩---୮,୪୫ Sakhigopal News,22/6/2023

ads

Blog Archive

Popular Posts