ads

Breaking News

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଜଳ ଛତ୍ର ଉଦଘାଟିତ

 




ଜଟଣୀ -- ପ୍ରଚଣ୍ଡ ରୌଦ୍ରତାପରେ ଜନସାଧାରଣଙ୍କ ଜୀବନ ଅସ୍ତବ୍ୟସ୍ତ ହୋଉ ଥିବା ବେଳେ ଖରାରେ ପଥିକ ମାନଙ୍କ ତୃଷ୍ଣା ନିବାରଣ ପାଇଁ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଏକ "ଜଳ ଛତ୍ର " ଉଦଘାଟିତ ହୋଇଯାଇଛି l ଏହି ଉଦ୍ଘାଟନ ଉତ୍ସବରେ ଜଟଣୀ ବ୍ଲକ ଶିକ୍ଷା ଅଧିକାରିଣୀ ରଶ୍ମି ବାଳା ପରିଡା, ସିଆରସିସି ମାନଗୋବିନ୍ଦ ସାହୁ, ଅମ୍ବିକା ପ୍ରସାଦ ପଟ୍ଟନାୟକ ଏବଂ ସତ୍ୟନାରାୟଣ ମଲ୍ଲିକ ପ୍ରମ୍ମୁଖ ଉପସ୍ଥିତ ରହି ପଥିକ ମାନଙ୍କୁ ଲେମ୍ବୁ ସରବତ ଏବଂ ଦହି ସରବତ ସହ ବିଶୁଦ୍ଧ ଥଣ୍ଡା ପାନୀୟ ବଣ୍ଟନ କରିଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୬/୨୦୨୩----୯,୫୫ Sakhigopal News,9/6/2023

ads

Blog Archive

Popular Posts