ads

Breaking News

ଦେଶୀ ମଦ ବିକ୍ରି ଘଟଣାରେ ଜଣେ ଗିରଫ



ଜଟଣୀ,-: ଜଟଣୀ ପୌରପାଳିକା ଛକ ନିକଟରେ ବେଆଇନ ଭାବେ ଦେଶୀ ମଦ ବିକ୍ରି କରିବା ଘଟଣାରେ ପୁଲିସ୍ ଚଢ଼ାଉ କରି ଜଣେ ମଦ ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଜଟଣୀ ବିଶ୍ଵନାଥ କଲୋନିର ବିଶ୍ୱଜିତ ଦାସ ଓରଫ୍ ପିଣ୍ଟୁ (୪୭)। ତାଙ୍କ ନିକଟରୁ ୭.୨୦୦ଲିଟର ଦେଶୀ ମଦ ଜବତ କରିଛି ପୁଲିସ। ଏ ନେଇ ଥାନାରେ କେସ ନଂ ୨୩୦/୨୩ ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୬/୨୦୨୩--୯,୫୫ Sakhigopal News,10/6/2023

ads

Blog Archive

Popular Posts