ବରଗଡ଼ ରେ ଆନ୍ତର୍ଜାତୀୟ ପର୍ବତ ଦିବସ ପାଳିତ
ବରଗଡ଼ ---୧୧ ଡିସେମ୍ବର ଆନ୍ତର୍ଜାତୀୟ ପର୍ବତ ଦିବସ ଅବସରରେ ପପଙ୍ଗା ପାହାଡରେ ଆନ୍ତର୍ଜା୍ତୀୟ ପର୍ବତାହରୋହୀ ଲିପିକା ସେଟ ଓ koshal defence Accademi ବରଗଡ଼ ଙ୍କ ତତ୍ବଧାନରେ 50 ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ । ଏଥିରେ mountain climbing, reppaling, advanture trenning event ମାନ କରାଯାଇଥିଲା । ଏଥିରେ ପପଙ୍ଗା ସରପଞ୍ଚ ସସ୍ମିତା ହୋତା ଙ୍କ ସମେତ academi ର ସମସ୍ତଙ୍କୁ ଶିକ୍ଷକ ଓ instroctor ସମୀର ପ୍ରଧାନ, ଆନ୍ତର୍ଜାତୀୟ ପାର୍ବତା ରୋହୀ ଲିପିକା ସେଟ, ନିଶିକାନ୍ତ ମହାନ୍ତି, ପୂର୍ବତନ ସ୍ଥଳସେନା ଅଧିକାରୀ ହୋପାବନ୍ଧୁ ସାହୁ,ମମି ମିଶ୍ର, ସୁନୀଲ ସାହୁ,ପୂର୍ବତନ ବାୟୁସେନା ଅଧିକାରୀ ହିମାଂଶୁ ଶେଖର ମେହେର,ସତ୍ୟ ନାରାୟଣ ରଥ ଉପସ୍ଥିତ ଥିଲେ । ଏଥିର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଛାତ୍ରଛାତ୍ରୀ edvanture ବିଷୟରେ ଶିକ୍ଷା ପାଇ ଭବିଷ୍ୟତରେ ସେମାନେ କିପରି ଭାରତୀୟ ସୈନ୍ୟ ବାହିନୀରେ ଯୋଗଦାନ କରିପାରିବେ ସେ ସମ୍ପର୍କରେ ତାଲିମ ଦିଆଯାଇଥିଲା। ବରଗଡ଼ ଜିଲ୍ଲାର ଏହି ପପଙ୍ଗା ପାହାଡ କିପରି ସରକାରୀ ସ୍ତରରେ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇପାରିବ ସେଥିପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୧୨/୨୦୨୨---୧୧,୫୦ Sakhigopal News,12/12/2022




