ରାସାୟନିକ ବିଞାନ ବିଭାଗର ଆଲେଚନା ଚକ୍ର
ଭଞ୍ଜନଗର--ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାସାୟନିକ ବିଜ୍ଞାନ ବିଭାଗର ଆଲେଚନା ଚକ୍ର ଶୁକ୍ରବାର ଅନୁଷ୍ଠିତ ହେଇଯାଇଛି ।ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ଜୟରାମ ସେନାପତି ଙ୍କ ଅଧକ୍ଷତାରେ କରାଯାଇଥିବା ବେଳେ ରାସାୟନିକ ବିଭାଗର ମୁଖ୍ୟ ଅରବିନ୍ଦ ଦାଶ ଅଧ୍ୟାପିକା ଲୋପାମୁଦ୍ରା ମହାନ୍ତି,ଲିପା ପାତ୍ର ଅତିଥି ଭାବେ ମଞ୍ଚାସୀନ ଥିଲେ ।ଯୁକ୍ତ ୩ ଛାତ୍ରୀ ପ୍ରଥମ ବର୍ଷ ଛାତ୍ରୀମୀନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ଅବସରେ ଛାତ୍ରୀ ସଲ୍ଳାରାଣୀ ଲେଙ୍କା ସଲିଡ ଷ୍ଟେଟ ଶୀର୍ଷକ ପାଠ କରିଥିଲେ ।ଶେଷରେ ଛାତ୍ରୀ ମୀରନ ମହାପାତ୍ର ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟାପକ ଅଧ୍ୟାପିକା ସମେତ ରାସାୟନିକ ବିଞାନ ବିଭାଗର ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୧୨/୨୦୨୨----୯,୨୫ Sakhigopal News,11/12/2022



