ads

Breaking News

ଜାତୀୟ ହ୍ୟାଣ୍ଡ ବଲ ଉପ କନିଷ୍ଠ ଦଳ ରେ ଡେଲାଙ୍ଗ ଝିଅ ଭଲ ଖେଳି ସମସ୍ତଙ୍କର ପ୍ରଶଂସା ପାତ୍ର



 ଡେଲାଙ୍ଗ ---୨୦ ତମ ରାଜ୍ୟ ସ୍ତରୀୟ ହ୍ୟାଣ୍ଡ ବଲ ଚାମ୍ପିଅନସିପ କଟକ ଠାରେ ତା 10 ଓ 11 ଡ଼ିସେମ୍ବର ରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଜିଲ୍ଲା ରୁ ବାଳକ ଓ ବାଳିକା ଦୁଇଟି ଦଳ ଅଂଶ୍ରହଣ କରିଥିଲେ ।  ବାଳିକା ଦଳ ପକ୍ଷରୁ ଡେ଼ଲାଙ୍ଗ  ମାଛପଡା ଗ୍ରାମର ରାମ ଚନ୍ଦ୍ର ବିଶ୍ୱାଳ ଓ ପ୍ରତିମା ବିଶ୍ୱାଳ ଙ୍କ ଝିଅ ମଧୁସ୍ମିତା ବିଶ୍ୱାଳ (ସୋନୁ) ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ । ପୁରି ଜିଲ୍ଲା ର ସମ୍ମାନ ରଖିବା ସହିତ ଡେଲାଙ୍ଗ ର ଗୌରବ ଆଣିଛନ୍ତି। ମଧୁସ୍ମିତା କୁ ପୁରୀ ଜିଲ୍ଲା ହ୍ୟାଣ୍ଡ ବଲ ସଂଘର ସମ୍ପାଦକ ଗୋପୀନାଥ ସାହୁ ପ୍ରଶଂସା କରିଛନ୍ତି। କୋଚ୍ ନଟବର ସେଠୀ ଓ ମ୍ୟାନେଜର ଶାନ୍ତନୁ ବିଶ୍ୱାଳ ଉପସ୍ଥିତ ରହିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୧୨/୨୦୨୨----୮,୧୦

ads

Blog Archive