ads

Breaking News

ପ୍ରାଥମିକ ବିଏଡ ଶିକ୍ଷକ ସଂଘ, ଡେଲାଙ୍ଗ ମଣ୍ଡଳ ତରଫରୁ ଦାବି ପତ୍ର ପ୍ରଦାନ


ଡେଲାଙ୍ଗ--- ପ୍ରାଥମିକ ବିଏଡ ଶିକ୍ଷକ ସଂଘ, ଡେଲାଙ୍ଗ ମଣ୍ଡଳ ତରଫରୁ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ପ୍ରଧାନ ଙ୍କ ଜରିଆରେ ପୁରୀ ଶିକ୍ଷା ଅଧିକାରୀ, ପୁରୀ ଜିଲ୍ଲାପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦିଆଯାଇଥିଲା। ଟିଜି ହାରରେ ଦରମା ଦେବାକୁ ଏହି ପତ୍ରରେ ଦାବୀ କରାଯାଇଛି। ଏଥିରେ ଶିକ୍ଷକ ସୁଦୀପ୍ତ ପରିଡା,ଲାବଣ୍ୟେନ୍ଦୁ ଦଳାଇ, ରବୀନ୍ଦ୍ର ସ୍ବାଇଁ,ସଞ୍ଜୀବ ମିଶ୍ର, ସନ୍ତୋଷ ବେହେରା, ଅଶୋକ ପ୍ରଧାନ,ଲିପ୍ତିରଞ୍ଜନ ଜେନା, ଜ୍ଞାନ ରଞ୍ଜନ ପରିଡ଼ା ଓ ଜ୍ଞାନ ରଞ୍ଜନ ମହାପାତ୍ର ଆଦି ଉପସ୍ଥିତ ଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୯/୨୦୨୨----୮,୪୫ Sakhigopal News,23/9/2022

ads

Blog Archive

Popular Posts