ads

Breaking News

ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖାର ନୂତନ କର୍ମକର୍ତ୍ତା ଚୟନ ଓ ଶପଥ ପାଠ


 ସାକ୍ଷୀଗୋପାଳ----- ଭାରତ ବିକାଶ ପରିଷଦର ସତ୍ୟବାଦୀ ଶାଖାର ନୂତନ କର୍ମକର୍ତ୍ତା ଚୟନ ଓ ଶପଥ ପାଠ ଉତ୍ସବରେ ଶାଖାର ପୂର୍ବତନ ସଭାପତି ସତ୍ୟବାଦୀ ଦାଶ ଅଧ୍ୟକ୍ଷତା କରିଥିଲେ । ନୂତନ ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଭାପତି ଭାବେ ମନୋନୀତ  ହୋଇଥିବା ବେଳେ ନବଘନ ଶତପଥି ସମ୍ପାଦକ, ମୃତ୍ୟୁଞ୍ଜୟ ମହାପାତ୍ର ଅର୍ଥ ସଚ୍ଚିବ, ବସନ୍ତ କୁମାର ସ୍ୱାଇଁ ସାଂଗଠନିକ ସଚ୍ଚିବ, ବିଷ୍ଠୁ ମହାରଣା ସମ୍ପର୍କ  ତଥା ଉପସଭାପତି, ବିଜୟ କୁମାର ପରିଡାସଂସ୍କାର ସଚ୍ଚିବ, ବ୍ରଜ କିଶୋର ପାଇକରାୟ ସେବା ସଚ୍ଚିବ, ଶ୍ରଦ୍ଧା ପରମିତା ସ୍ୱାଇଁ, ସଚ୍ଚିବ ମହିଳା , ସହଭାଗିତା ନୀଳକଣ୍ଠ ବାରିକ, ଆବାହକ ପ୍ରାକୃତିକ ବିପର୍ଯ୍ୟୟ, ରକ୍ତଦାନ, ସଂଗିୀତ,  ସୁଶାନ୍ତ କୁମାର ରଥ, ସୁକାନ୍ତି ଦାସ, ଦିଗନ୍ତ କୁମାର ପତି, ସ୍ୱାସ୍ଥ୍ୟ ସଚେତନାତାର ଆବାହକ ଲିଙ୍ଗରାଜ ସାହୁଙ୍କ ସହ ଅନ୍ୟ ମାନଙ୍କୁ ଉପସ୍ଥିତ ଥିବା ସଦସ୍ୟମାନେ ମନୋନୀତ କରିଥିଲେ । ସେମାନେ ମାତୃକାର ସେବା କରିବା ପାଇଁ  ସତ୍ୟବାଦୀ ଦାଶ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ନବଘନ ଶତପଥି ଶେଷରେ ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୪/୨୦୨୧---୮,୫୦

ads

Blog Archive