ads

Breaking News

ଡେଲାଙ୍ଗରେ ପରିବର୍ତ୍ତନ ଓଡିଶା ପରିବାର ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

 


ଡେଲାଙ୍ଗ ------ ରାଜ୍ୟରେ ଦ୍ୱତୀୟ କରୋନା ଲହରୀ ଯୋଗୁ ସମସ୍ତେ ଭୟଭୀତରେ ରହିଛନ୍ତି । ସମାଜ ସେବୀ ଅନୁଷ୍ଠାନ ପରିବର୍ତ୍ତନ ଓଡିଶା ପରିବାର ପକ୍ଷରୁ ଡେଲାଙ୍ଗ ହାଟ ସ୍ଥିତ ଲକ୍ଷ୍ମୀ ବଜାର ଠାରେ ପଥଚାରୀ ମାନଙ୍କୁ ହାତକୁ ସାନିଟାଇଜର କରିବା ସହିତ ମାସ୍କ ପିନ୍ଦିବା ପାଇଁ ଅନୁରୋଧ କରାଯିବା ସହ ସଚେତନତା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଓଡିଶା ପରିବାରର ରାଜ୍ୟ ସଭାପତି ପ୍ରଦୀପ କୁମାର ନାୟକ, ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ସାମଲ, ବାବୁଲି ପ୍ରଧାନ, ରଶ୍ମିତା ବେହେରା, ତ୍ରିନାଥ ବାରିକ, ଶୁଭେନ୍ଦ୍ର ସାହୁ, ହିମାଂଶୁ ମହାପାତ୍ର, ଶୁଭଲକ୍ଷ୍ମୀ ସେନାପତି ଉପସ୍ଥିତ ରହି ଲୋକମାନଙ୍କୁ ମାସ୍କ ବଣ୍ଟନ କରିବା ସହ କରୋନା ସମ୍ପର୍କରେ ସଚେତନତା ପ୍ରଦାନ କରିଥିଲେ । 


ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୪/୨୦୨୧---୫,୪୫

ads

Blog Archive

Popular Posts