ads

Breaking News

ବୈତରଣୀ ନଦୀରୁ ଶିଵ ଲିଙ୍ଗ ଠାବ


ଯାଜପୁର--- ଯାଜପୁର ଦଶରଥପୁର ବ୍ଳକ ସିଧେଶ୍ୱର ମନ୍ଦିର ନିକଟ ରେ ପ୍ରବାହିତ ହେଉଥିବା ବୈତରଣୀ ନଦୀରୁ ଏକ ବିରାଟ ଶିଵ ଲିଙ୍ଗକୁ ଠାବ କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଗତ ଶିବରାତ୍ରି ଦିନ ଠାରୁ ଏହି ଲିଙ୍ଗ ଟି ଦୃଶ୍ୟମାନ ହୋଇଛି। ପାଣି କମିବା ପରେ ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଏହି ଖବର ପ୍ରଚାର ହେବା ପରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଦଶରଥପୁର ବିଡ଼ିଓ ନାରାୟଣ ଚନ୍ଦ୍ର ନାୟକ ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି।
ଯାଜପୁର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ,୧୬/୩/୨୦୨୧----୬,୦୦

ads

Blog Archive

Popular Posts