ads

Breaking News

ଛତୁ ଚାଷ ପାଇଁ ପ୍ରଶିକ୍ଷଣ ଶିବିର



ବରୀ- ବରୀ ବ୍ଲକ ଅନ୍ତର୍ଗତ ରତ୍ନଗିରି ପଞ୍ଚାୟତର  ମାଳସାହି ଗ୍ରାମରେ ତିନି ଦିନ ଧରି ଛତୁ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସି ଓଆଇ ଏସ ଡ଼ି ପକ୍ଷରୁ ପ୍ରବାସୀ ଓଡିଆ ଙ୍କୁ  ପ୍ରଶିକ୍ଷଣ ଦିଆଯାଇଛି। ଡାକ୍ତର ପ୍ରମୋଦ ନନ୍ଦ,ସ୍ମିତା ସାମଲ, ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ମାଳସାହି ୟୁଥ  କ୍ଳବର ସଭାପତି ଅଜୟ ମଲ୍ଲିକ ସମାଜିକ କର୍ମୀ ଦିଲ୍ଲୀପ ଘଡେଇ ,ପ୍ରମୋଦ କୁମାର ବାରୁକ, ପ୍ରାକ୍ତନ ସରପଞ୍ଚ ଜଗବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ୩୦ ଜଣ ମହିଳା ଓ ପୁରୁଷ  ପ୍ରଶିକ୍ଷଣ ନେଇଥଲେ।
ବରୀରୁ ଦର୍ଶନ ବେହେରା ,୧୮/୩/୨୦୨୧--୧୦,୪୦

ads

Blog Archive

Popular Posts