ads

Breaking News

ଜନ୍ମ ଶତ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ


ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଗବକୁଣ୍ଡ ବଜାର ସ୍ଥିତ ମହେଶ୍ୱର ଛକ ଠାରେ ମହେଶ୍ୱର ସ୍ମୁତି କମିଟି ପକ୍ଷରୁ ଜନ୍ମ ଶତ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସ୍ଥାୟୀ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ପ୍ରଦୀପ ପ୍ରଜଳନ ଓ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ଷଡ଼ଙ୍ଗୀ ବାର୍ଷିକ ବିବରଣୀ ପାଠ କରିଥିଲେ ।  ଏହି ସଭାରେ ରାଜେଶ ଚନ୍ଦ୍ର ମିଶ୍ର, ବିଷ୍ନୁପ୍ରିୟ ମିଶ୍ର, ଲିଲି ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ପରିଶେଷରେ ସହ ସମ୍ପାଦିକା ବନ୍ଦନା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୧/୪/୨୦୨୧----୫,୦୫

ads

Blog Archive

Popular Posts