ads

Breaking News

ରାମ ମନ୍ଦିର ର୍ନିମାଣ ଓ ନିଧି ସମର୍ପଣ ସମିତି ପକ୍ଷରୁ ସମୀକ୍ଷା ବୈଠକ

 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାଣ୍ଢରା ଗ୍ରାମ ପଞ୍ଚାୟତର ସାଣ୍ଢରା ଶାସନ ସ୍ଥିତ ନୀଳକଣ୍ଠେଶ୍ୱର  ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରଭୁ ଶ୍ରୀରାମମନ୍ଦିର ନିର୍ମାଣ ଓ ନିଧି ସମର୍ପଣ ସମିତି ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି କିଶୋରୀ ମୋହନ ସିଂ ସଭାପତିତ୍ୱ କରିଥିଲେ । ଉକ୍ତ ବୈଠକରେ ମା ସଂଘଚାଳକ ପୁରୀ ଜିଲ୍ଲାର ରମେଶ ଚନ୍ଦ୍ର ମାଝୀ, ବିଭାଗ ସହ କାର୍ଯ୍ୟକାରୀ ପ୍ରଫୁଲ କୁମାର ପଣ୍ଡା, ବିଶ୍ୱ ହିନ୍ଦୁ ପରିଷଦର ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ମହାନ୍ତି, ଖଣ୍ଡ କାର୍ଯ୍ୟବାହ ଶରତ ଚନ୍ଦ୍ର ଭୋଇ, ୍‌ଖଣ୍ଡ ଅଭିଯାନ ପ୍ରମୁଖ ଚିତ୍ତ ରଞ୍ଜନ ଆଚାର୍ଯ୍ୟ, ଅମୀନ ପ୍ରଧାନ, ଗଙ୍ଗାଧର ଛାଟୋଇ, ଦାମେଦର ସମାଲ , ମା ଖଣ୍ଡ ସଂଘଚାଳକ ହଷିକେସ ମହାପାତ୍ର,ଉମାଶଙ୍କର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ରାମ ମନ୍ଦିର ର୍ନିମାଣ ପାଇଁ ନିଧି ସଂଗ୍ରହ ଅଭିଯାନରେ ଆଉ ଅଧିକ ପରିବାରଙ୍କୁ ସାମିଲ କରିବା ପାଇଁ ଆଲେଚନା କରାଯାଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ. ୧୮/୩/୨୦୨୧----୫,୦୦

ads

Blog Archive

Popular Posts