ads

Breaking News

ରକ୍ତଦାନ ଶିବିର ରେ ୩୮ୟୁନିଟ ରକ୍ତ ସଂଗ୍ରହ


 ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଖେଲଓର ୟୁପି ସ୍କୁଲ ପରିସରରେ ଆଦର୍ଶ ଟ୍ରଷ୍ଟ ଓ ଏଚଡିଏଫସି ବ୍ୟାଙ୍କର ମିଳିତ ସହଯୋଗରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭୁବନେଶ୍ୱର ବିଏମ୍‌ସି ଡାକ୍ତରଙ୍କ ଦ୍ୱାରା ୩୮ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।ଏଥିରେ ମୁଖ୍ୟ ଅତିଥିଭାବେ ଆଦର୍ଶ ଟ୍ରଷ୍ଟର ଅଧ୍ୟକ୍ଷ ଦେବାଶିଷ ମହାପାତ୍ର ଆନୁଷ୍ଠାନିକ ଭାବେ ଯୋଗ ଦେଇଥିବା ବେଳେ ସଭାପତି ପ୍ରଦୀପ କୁମାର ନାୟକ,ପ୍ରକଳ୍ପ ଅଧିକାରୀ ପ୍ରସନ୍ନ ମୁଦୁଲି ପ୍ରମୁଖ ଉପସ୍ଥିତ ରେ ଖେଲଓର ଗ୍ରାମର ଯୁବକ ମାନଙ୍କ ସହଯୋଗ କରିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୭/୧୧/୨୦୨୦-- ୮.୧୫


ads

Blog Archive

Popular Posts