ads

Breaking News

ସ୍ବର୍ଗତ ପ୍ରତାପ ଦାସ ଙ୍କ ପରିବାର କୁ ଅନୁକମ୍ପା ରାଶି ପ୍ରଦାନ


ଖୋର୍ଦ୍ଧା ----ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି  ବିଭୂତି ଭୂଷଣ କର ଖୋର୍ଦ୍ଧା  ଜିଲ୍ଲା ଶାଖା ସଭାପତି  ପ୍ରଭାତ କୁମାର ମିଶ୍ର ଏବଂ କିଛି ସଭ୍ୟ ସାମ୍ବାଦିକ ସ୍ବର୍ଗତ ଦାସ ଙ୍କ ପରିବାରକୁ ୧୦ ହଜାର ଟଙ୍କା  ଅନୁକମ୍ପା ରାଶି ପ୍ରଦାନ କରି ଛନ୍ତି ।ପ୍ରକାଶ ଥାଉ କି ଗତ  ତେଇଶି ତାରିଖ ରାତି ସାଢ଼େ ଏଗାରଟା ସମୟରେ ସ୍ବର୍ଗତ ପ୍ରତାପ ଦାସ କୋରନା ରେ ପ୍ରାଣତ୍ୟାଗ କରିଥିଲେ ।ସ୍ବର୍ଗତ ଦାସ ଙ୍କୁ କୋରୋନା ଯୋଦ୍ଧା ହିସାବରେ ଘୋଷଣା କରାଯାଇ ତାଙ୍କ ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ରାଶି ପ୍ରଦାନ କରିବା ପାଇଁ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ,ରାଜ୍ୟ ସରକାର ଙ୍କ ପାଖରେ ଦାବି କରିଛନ୍ତି ।
ପ୍ରଭାତ ମିଶ୍ର ଖୋର୍ଦ୍ଧା

ads

Blog Archive

Popular Posts