ads

Breaking News

ଧର୍ମଗଡ଼ ସହ ଶିକ୍ଷା ଅଧିକାରୀ ଙ୍କ ମାତୃ ବିୟୋଗ


ଧର୍ମଗଡ଼:ଧର୍ମଗଡ଼ ସହ ଶିକ୍ଷା ଅଧିକାରୀ ଶ୍ରୀ ନବ କିଶୋର ସାହୁଙ୍କ ମାଆ ଲଷ୍ମୀ ସାହୁ(୮୦)ଙ୍କର ଗୋଳମୁଣ୍ଡା ବ୍ଲକ ଅନ୍ତର୍ଗତ ଧାମନପୁର ସ୍ଥିତ ବାସ ଭବନରେ ଆଜି ସକାଳେ ଦେହାନ୍ତ ହୋଇଯାଇଛି। ସେ କିଛିଦିନ ହେଲା ଅସୁସ୍ଥ ଥିଲେ।ମୃତ୍ୟୁ ସମୟରେ ତାଙ୍କ ପାଖରେ ବଡ଼ ପୁଅ ନବ କିଶୋର ସାହୁ ସାନ ପୁଅ ବିର କିଶୋର ସାହୁ, ଦୁଇ ପୁତ୍ର ବଧୁ, ନାତି ଓ ନାତି ବୋହୁ,ଆତ୍ମୀୟସ୍ଵଜନ ଓ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ। ସାନପୁଅ ବିର କିଶୋର ସାହୁ ମୁଖାଗ୍ନି ଦେଇଥିଲେ।ସେ ଜଣେ ଧାର୍ମିକ ମହିଳା ହୋଇଥିବାରୁ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା

ads

Blog Archive

Popular Posts