ads

Breaking News

କାଉଡ଼ିଆଙ୍କୁ ପୁରୀ ମନା


ପୁରୀ - କରୋନା ମହାମାରୀ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଜନଗହଳିକୁ ବାରଣ କରାଯିବା ସହ ସାମାଜିକ ଦୂରତା , ମାସ୍କ ପିନ୍ଧିବା ଆଦି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଆଜି ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବୋଲବମ ଯାତ୍ରା। ଶ୍ରଦ୍ଧାଳୁମାନେ ନଦୀରୁ ପାଣି ସଂଗ୍ରହ କରି ଚାଲି ଚାଲି ଶୈବ ପୀଠ ଯାଇ ଜଳଲାଗି କରିଥାନ୍ତି। ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଥର ବୋଲବମ ବା କାଉଡ଼ିଆଙ୍କୁ ପୁରୀ ମନା ହୋଇଛି। 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive