ads

Breaking News

ଡେଲାଙ୍ଗରେ ୭୧ତମ ବନମହୋତ୍ସବ ପାଳିତ

ଡେଲାଙ୍ଗ ------ ଡେଲାଙ୍ଗ କବି ପ୍ରସନ୍ନ ପାଟ୍ଟଶାଣୀ ବିଦ୍ୟାଳୟ ପରିସରରେ ୭୧ ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଷ ବଳିୟାରସିଂ , କ୍ରୀଡା ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା, ବିଜ୍ଞାନ ଶିକ୍ଷକ କବୀର ମହାପାତ୍ର , ମିଟୁ କିଶୋର ପ୍ରଧାନ, ପୁରାତନ ଛାତ୍ର ସଂସଦର ସମ୍ପାଦକ ତ୍ରିନାଥ ପରିଡା,  ପୂର୍ବତନ ପରିଚାଳନା କମିଟିର ସଭାପତି ଗୟାଧର ପରିଡା, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଜଟାଧାରୀ ପରିଡା, ପକୃତି ବଂଧୁ ଅପତ୍ତି ମହାପାତ୍ର  ପ୍ରମୁଖ ସାମାଜିକ ଦୁରତା ରକ୍ଷା କରି ବୃକ୍ଷ ରୋପଣ କରିଥିଲେ  ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive