 |
| Nayagarh |
ନୟାଗଡ--- ନୟାଗଡ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ଏନସିସି କ୍ୟାଡେଟପକ୍ଷରୁ ସ୍ୱଚ୍ଛତା ସଚେତନତା ରାଲି କରାଯାଇ ଜନସଚେତନତା ସୃଷ୍ଟି କରିଛନ୍ତି । ବିିଦ୍ୟାଳୟର ୫୦ ଜଣ ଏନସିସି କ୍ୟାଡେଟ ମାନେ ବିଦ୍ୟାଳୟ ପରିସର ସପାସୁତରା କରିବା ସହ ଅନାବନା ଗଛ ସଫା କରିଥିଲେ । ବିଦ୍ରାଳୟରେ ହାତଧୁଆ , ବେସିନି ଓ ପାଣି ଟ୍ୟାପ ଚତୁପାଶ୍ୱର୍ ସଫା ସୁତରା କରିଥିଲେ । ସେହିପିର ନୟାଗଡ ଜନସାଧାରଣ ଏନସିସି ପିଲାମାନଙ୍କୁ ପ୍ରଶଂସା କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ ଏନସିସିଅଫିସର ଅଜୟ କୁମାର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ନୟାଗଡରୁ ସୁଦୀପ୍ତ କୁମାର ଦଲାଇ