ads

Breaking News

ପଥର ବୋଝେଇ ଟ୍ରକ ପୋଲିସ ଜବତ କଲା

ବେଗୁନିଆ---- ବେଗୁନିଆ ସ୍ଥିତ ମା ବରମୂଳେଇ ପୀଠ ନିକଟରୁ ଏକ ପଥର ବୋଝେଇ ଟ୍ରକ ଜବତ ହୋଇଥିବା ସୂଚନା ପୋଲିସ ନିକଟରୁ ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଓଆର ୦୯ ଇ ୫୭୨୩  ନମ୍ବର ବିଶିଷ୍ଟ ଟ୍ରକଟି  ପଥର ବୋଝେଇ କରି ଯାଉଥିବା ବେଳେ ସ୍ଥାନୀୟ  ଲୋକମାନେ ବେଗୁନିଆ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଂଚି ଟ୍ରକଟିକୁ ଜବତ କରି ଥାନାରେ ରଖିଥିବାର ଜଣାପଡିଛି ।
ବେଗୁନିଆରୁ  ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts