ମାରପିଟ ମାମଲାରେ ଜଣେ ଗିରଫ
ନୀଳଗିରି---- ନରସିଂହପୁର ଗ୍ରାମର ଗଜେନ୍ଦ୍ର ବେହେରା ନିଜ ଘର କାମକୁ ଜଗବଂଧୁ ସିଂଙ୍କୁ ଡାକିଥିଲେ । କିନ୍ତୁ ଜଗବଂଧୁ କାମକୁ ନଆସି ସଂଦ୍ଧ୍ୟାରେ ଗଜେନ୍ଦ୍ରଙ୍କ ବାଡକୁ କାଟିବା ସହ ଅଶ୍ଳିଳ ଭାଷାରେ ଗାଳିଗୁଲ୍ଲଜ କରିଥିଲେ । ଏ ସମ୍ପର୍କରେ ଗଜେନ୍ଦ୍ର ବିରୋଧ କରିବାରୁ ଜଗବନ୍ଦୁ ମାରପିଟ କରିଥିଲେ । ଗଜେନ୍ଦ୍ର ଅଯୋ୍ମ ଫାଣ୍ଡିରେ ଏକ ମାମଲା ଅଭିଯୋଗ ହେବା ପରେ ଥାନା କେସନଂ ୩୨୯/୧୯ରେ ଫାଣ୍ଡି ଅଧିକାରୀ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ନୀଳଗିରିରୁ ରତିକାନ୍ତ ପରିଡା
ନୀଳଗିରିରୁ ରତିକାନ୍ତ ପରିଡା


