ads

Breaking News

ଭଗବତୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କ୍ରୀଡା ଉତ୍ସବ

ସାକ୍ଷୀଗୋପାଳ ----ସତ୍ୟବାଦୀ ବ୍ଳକ ଅର୍ନ୍ତଗତ ପରଜାପଡା ଗ୍ରାମରେ ଥିବା ଭଗବତୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୧୩ ତମ ବାଷିକ କ୍ରୀଡା ଉତ୍ସବ ବୁଧବାର ଉଦ୍ ଘାଟନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦାମ ବାରିକ କ୍ରୀଡା ପତାକାକୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରି ଉଦ୍ଘାଟନ କରିଥିଲେ  । ବିଦ୍ୟାଳୟର ପ୍ରମୁଖ ଚିତ୍ରସେନ ମହାରଣା ପ୍ରଦୀପ ପ୍ରଜ୍ୱଳନକରି  ଶିକ୍ଷା ସହିତ କ୍ରୀଡା ଅଙ୍ଗିକାର ଭାବେ ଜଡିତ ବୋଲି କହିଥିଲେ  । ଶିକ୍ଷାକୁ ଆମେ ଛାଡି ବଞ୍ଚିପାରିବା ନାହିଁ ଠିକ ସେହିପରି କ୍ରୀଡାକୁ ଛାଡି ଆମେ ଚଳିପାରିବା ନାହିଁ ବୋଲି କହିଥିଲେ  । ବିଦ୍ୟାଳୟର ଛାତ୍ରଛାତ୍ରୀୀ ମାନଙ୍କ ମଧ୍ୟରେ ବିଭିନ୍ନ  ପ୍ରତିଯୋଗିତା କରାଯାଇଛି । ବିଦ୍ୟାଳୟର ସମସ୍ତ ଗୁରୁଜି ଓ ଗୁରୁମା ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ  ।
D senapati
Sakhigopal news and photo
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts