ads

Breaking News

ବେଗୁନିଆରେ ନା ବାଳିକାକୁ ଦୁଷ୍କର୍ମ,ଅଭିଯୁକ୍ତ ଥାନାରେ ଅଟକ

 J panda
Beguni
ବେଗୁନିଆ---- ରାଜ୍ୟରେ ଦିନକୁ ଦିନ ନାବାଳିକା ମାନଙ୍କ ପ୍ରତି ଦୁଷ୍କର୍ମ ବଡିବାଲେ ଲାଗିଛି । ସକାଳୁ ଟିଭି ଓ ପେପର ଓଲଟାଇଲେ ପ୍ରଥମ ପୃଷ୍ଠାରେ ଦୁଷ୍ମମ ଅଭିଯୋଗ  । ଏହା ଠାରୁ ଲଜ୍ଜାକର ଘଟଣା କିଛି ନାହିଁ  । ସୁଚନାଯୋଗ୍ୟ ଯେ ବେଗୁନିଆ ଥାନା ଅଂଚଳରେ  ନା ବାଳିକା ଦୁଷ୍କର୍ମ ଦିନକୁ  ଦିନ ବଢି ଚାଲିଛି । ଜଣେ ନାବାଳକ ଜଣଙ୍କ  ନାବାଳିକାକୁ ଏକ ନିଛାଟିଆ ଯାଗାକୁ  ନେଇ ଦୁଷ୍କର୍ମ କରିଥିବା ବେଗୁନିଆ ଥାନାରେ  ପିଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି  । ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତ ନା ବାଳକକୁ  ଥାନାରେ ଅଟକ ରଖ ôପଚାରାଉଚରା କରୁଥିବା ଜଣାପଡିଛି  ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

ads

Blog Archive

Popular Posts