ads

Breaking News

ମାରୁତି ସେନା ପକ୍ଷରୁ ଅଗ୍ନିବିପନ୍ନ ପରିବାରୁଙ୍କୁ ସାହାର୍ଯ୍ୟ

ସାକ୍ଷୀଗୋପାଳ --- ସତ୍ୟବାଦୀ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପାଇକସାହି ଗ୍ରାମରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟି ଯାଇଛି  । ମାରୁତି ସେନା ପକ୍ଷରୁ ଅଗ୍ନିବପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ ଓ ଲୁଗା ପଟା ପ୍ରଦାନ କରାଯାଇଥିଲା  । ମିଲନ ସାହୁ, ସନ୍ତୋଷ କୁମାର ପଣ୍ଡା, ରଘୁନାଥ ମହାପାତ୍ର, ଅନିଲ ସାହୁ, ଦିଲୁ ସାହୁ, ବୁଲୁ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତ ରହିଥିଲେ  । ସେହିପରି ପଞ୍ଚାୟତର ସରପଞ୍ଚଦୁଷନ୍ତ ପ୍ରଧାନ ଓ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଶୁଖିଲା ଖାଦ୍ୟ ଅଗ୍ନିବିପନ୍ନ ପରିବାରଙ୍କୁ ପ୍ରଦାନ କରିଥିଲେ  ।
D Senapati
Sakhigopal 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts