ads

Breaking News

ନାବାଳିକାକୁ ଅପହରଣ ଅଭିଯୋଗରେ ନାବାଳକ ଗିରଫ

ସାକ୍ଷୀଗୋପାଳ --- ସତ୍ୟବାଦୀ ଥାନା ଅନ୍ତର୍ଗତ ଏକ ବସ୍ତିରେ ଜଣେ ନାବାଳିକାକୁ ଅପହରଣ କରିବା ଓ ତାଙ୍କ ସହ ଅସଦାଚରଣ କରିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଜଣେ ନାବାଳିକାକୁ ଭଲ ପାଇ ନାବାଳକ ଜଣଙ୍କ ଘରୁ ନେଇଯାଇ ଭୁବନେଶ୍ୱରରେ ରହିଥିଲେ  । ମାତ୍ର ନାବାଳିକା ଜଣଙ୍କ ସେଠାରୁ ପଳାି ଆସି ସମସ୍ତ କଥା ବାପା ଓ ମାକୁ ଜଣାଇଥିଲା  । ନାବାଳିକାର ବାପାଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ପୋଲିସ ଆଜି ଭୁବନେଶ୍ୱର ରଶୁଲଗଡ ଛକରେ ଏକ ହେଟୋଲରୁ ନାବାଳକକୁ ସତ୍ୟବାଦୀ ପୋଲିସ ଉଠାଇ ଆଣିଥିବା ଜଣାପଡିଛି  । ଆସନ୍ତା କାଲି ଡାକ୍ତରୀ ମାଇନା କରାଯିବା ପରେ କୋର୍ଟକୁ ପଠାଯିବ ବୋଲି ଜଣାପଡିଛି  । ସତ୍ୟବାଦୀ ପୋଲିସ ୨୪୮/୧୯ରେ ଏକ କେସରୁଜ କରି ତଦନ୍ତ ଚାରି ରଖିଛି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts