ads

Breaking News

ନିମାପଡ଼ା ପମୁଲ ଦୁଗ୍ଧ କଂପାନୀ ଆଗରେ ନୀଳାଚଳ ଦୁଗ୍ଧ ଉତ୍ପାଦକ ସଂଘ ର ଧାରଣା



 j sheti
puri 
ପୁରୀ--ଆଜି ନୀଳଚକ୍ର ଦୁଗ୍ଧ ଉତ୍ପାଦକ ସଂଘ ନିମାପଡ଼ା ପକ୍ଷରୁ ଶତାଧିକ ଦୁଗ୍ଧ ଚାଷୀ ପୁମୁଲ ନିମାପଡ଼ା କାର୍ଯାଳୟ ସମ୍ମୁଖରେ ୮ଦଫା ଦାବି ନେଇ ଆମରଣ ଅନଶନରେ ବସିଛନ୍ତି। ୧୪କୋଟି ଟଙ୍କା ଆତ୍ମସାତ କରିଥିବା ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା । ୨୦୦୫ମସିହାରୁ ୨୦୧୫ମସିହା ପର୍ଯ୍ୟନ୍ତ ନିର୍ଦ୍ଧାରିତ  ମୂଲ୍ୟ କୁ ଲୁଚାଇ ୭କୋଟି ଟଙ୍କା ର ଦୁର୍ନୀତି ହୋଇଥିବା ଜଣାପଡିବା ପରେ ତାକୁ ଚାଷୀଙ୍କୁ ନଫେରାଇବା । ସମ୍ପାଦକ ମାନଙ୍କୁ ଦୁଗ୍ଧ ଲିଟର ପିଛା ୨ଟଙ୍କା ପ୍ରୋତ୍ସାହନ ରାଶି ଦେବା ଆଦି ୮ଦଫା ଦାଵିରେ ବସିଥିବା ଶତାଧିକ ଚାଷୀ ସେମାନଙ୍କ ଦାବି ପୁରଣ ନହେଲା ପର୍ଯ୍ୟନ୍ତ ଅନସନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।
 ନିମାପଡ଼ା ରୁ ଜୟନ୍ତ କୁମାର ସେଠୀ

ads

Blog Archive