ads

Breaking News

ମେଡ଼ିକାଲ ଠିକା କର୍ମଚାରୀ ଙ୍କ ଧାରଣା

ପୁରୀ------    ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠିକା କର୍ମଚାରୀ ସଂଘ ଧାରଣା ୨୦ଦିନହେଲା  ଜାରିରହିଛି ।ମିଳିଥିବା ସୂଚନା ଅନୁସାରେ ଦଶମାସ ହେଲା କର୍ମଚାରୀ ମାନେ ବିନା ଦରମା ରେ କାର୍ଯ୍ୟ କରୁଛନ୍ତି । ୧୩୭ଟି ପଦବୀ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି । ୬୨ ଟି ମଞ୍ଜୁରୀ ପ୍ରାପ୍ତ ପଦବୀରେ ଅଭିଜ୍ଞାତା ଦୁଷ୍ଟିରୁ ପୁରୁଣା ପିଲା ମାନଙ୍କୁ ନିଯୁକ୍ତି ମିଳିବା କଥା କିନ୍ତୁ ସେମାନଙ୍କୁ ଆଜିଯାଏ ନିଯୁକ୍ତି ମିଳିନି ।  ରୋଗୀ ସେବାକୁ ବାଧାପ୍ରାପ୍ତ ନକରି ଆହୋରାତ୍ର ଧାରଣା ଚାଲିଥିବା ବେଳେ ଏମାନ ଙ୍କ ପ୍ରତି କତୃପକ୍ଷରୁ କେବ ଦୁଷ୍ଟି ଦେବେ ତାହା  ଦେଖିବାକୁ ବାକି ରହିଲା। 

 j sehti
puri
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive