ads

Breaking News

ଦାଣ୍ଡମକୁନ୍ଦପୁର ବଜାରରେ ଅଗ୍ନିକାଣ୍ଡ


 B mohapatra
pipili
ପିପିଲି---- ପିପିଲି ବ୍ଳକ ଅନ୍ତର୍ଗତ ଦାଣ୍ଡମକୁନ୍ଦପୁର ବଜାରରେ ବିଦ୍ୟୁତ ସର୍ଟ ସର୍କିଟ ହୋଇ କାହ୍ନୁ ବାବାଜୀ ଙ୍କ ଗୋରି ଦୋକାନ ଜଳି ଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଥିବା ଜଣାପଡିଛି । ପିପିଲି ରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ପିପିଲି ରୁ ବିଜୟ କୁମାର ମହାପାତ୍ର

ads

Blog Archive

Popular Posts