ads

Breaking News

ବେଗୁନିଆରେ ଧାନ ନମୁନା ସଂଗ୍ରହ

       
ବେଗୁନିଆ----  ପୂର୍ବ ଭାରତରେ ସବୁଜ ବିପ୍ଲବ ଯୋଜନାରେ  କୃଷି କାର୍ଯ୍ୟାଳୟ ପକ୍ଷରୁ  ୨୧ ଗୋଟି ପଞ୍ଚାୟତରେ  ୪୦ ଜଣ ଚାଷୀଙ୍କ କ୍ଷେତରୁ କୃଷି ବିଭାଗ ପକ୍ଷରୁ ଧାନ ନମୁନା  ସଂଗ୍ରହ କରାଯାଇଛି । ଏହି ଧାନ ଶସ୍ୟ ସଂଗ୍ରହ ସମୟରେ  ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାସ୍କର ଚନ୍ଦ୍ର ବାରିକ,କୃଷି ଜିଲ୍ଲା ଅଧିକାରୀ ନାରାୟଣ ସେଠୀ,ନୋଡାଲ ଅଫିସର ସୁବ୍ରତ କୁମାର ରଥ,ବେଗୁନିଆ ସହକାରୀ କୃଷୀ ଅଧିକାରୀ ରତିକାନ୍ତ ପଟ୍ଟନାୟକ,ଗଡମାଣିତୀର  ସହକାରୀ କୃଷୀ ଅଧିକାରୀ ଶ୍ରାବଣୀ ମହାରଣା ପ୍ରମୁଖ  ଉପସ୍ଥିତ ରହିଥିଲେ ।

ବେଗୁନିଆରୁ ଯୋଗେଶ୍ୱର ପଣ୍ଡା   

ads

Blog Archive

Popular Posts