ads

Breaking News

ଘୁଷୁରିଆଙ୍କୁ ଅର୍ତର୍କିତ ଭାବେ ଆକ୍ରମଣ


 D Senapati
Sakhigopal 
ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ଇନ୍ଦିପୁର ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଦୁଇଜଣ ଘୁଷୁରିଆ ଘୁଷୁରି ରଖି  ଶୋଇଥିଲେ  । ସେମାନଙ୍କ ଉପରେ ଅର୍ତର୍କିତ ଭାବେ ବୁଧବାର ବିଳମ୍ବିତ ରାତିରେ  ଖଣ୍ଡା, ଭୁଜାଲିରେ ଆକ୍ରମଣ କରାଯାଇଥିବା ନେଇ ସତ୍ୟବାଦୀ  ଥାନାରେ ଅଭିଯୋଗ ହୋଇଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସାକ୍ଷୀଗୋପାଳ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ଭୁବନେଶ୍ୱର ପଠାଯାଇଥିବା ଜଣାପଡିଛି । ସେମାନେ ହେଲେ ପାଣୁ ଗୁରୁ ବାଲିଅନ୍ତାର ଓ ସୁବାଷ ରାଉଳ କେନ୍ଦ୍ରପଡାର ବୋଲି ଜଣାପଡିଛି  ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ 

ads

Blog Archive

Popular Posts