ads

Breaking News

ଭିଜିଲାନ୍ସ ଜାଲରେ ଆରାଇ


 J sehti
Puri
  ପୁରୀ-----  ଭିଜିଲାନ୍ସ ଜାଲରେ ଅସ୍ତରଙ୍ଗ ନଗର ସର୍କଲ ଆରାଇ । ପୁରୀ ଜିଲ୍ଲା ଅସ୍ତରଙ୍ଗ ନଗର ସର୍କଲ ଆରାଇ ସୁଭ୍ରଜିତ୍ ମହାପାତ୍ର ଜମି ଜମା କାଗଜପତ୍ର କରାଇବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭୁବନେଶ୍ବର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ନଗର ଗ୍ରାମର ଅଶୋକ ବେହେରାଙ୍କ ଠାରୁ ସୁଭ୍ରଜିତ ୪ ହଜାର ଲାଞ୍ଚ ନେଉଥିଲେ । 
 ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts