ads

Breaking News

ଶିକ୍ଷକଙ୍କର ଅକଳା ମୃତ୍ୟୁ


 D Senapati
Delang
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ଜୁୟିଲୁଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଜଣେ ଆଦର୍ଶ ଶିକ୍ଷକଙ୍କ ଦୁଃଖିରାମ ନାୟକଙ୍କର ଅକଳା ମୃତ୍ୟୁ ହୋଇଯାଇଛି । ସେ ଅନେକ ଦିନ ହେବ ଥାଲାସେମିଆ ରୋଗରେ ପୀଡିତ । ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ହୋଇଥିବା ବେଳେ ବଦଳି ପାଇଁ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଦରଖାସ୍ତ କରିଥିଲେ  । ମାତ୍ର ରୋଗୀ ହୋଇଥିବା ବେଳେ ଅର୍ଥ ନ ଦେଇ ପାରିବାରୁ ଶିକ୍ଷା ଅଧିକାରୀ ଉକ୍ତ ଶିକ୍ଷକଙ୍କର ବଦଳି କରାଇନଥିଲେ  । ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧିରେନ୍ଦ୍ର ସେନାପତି 

ads

Blog Archive

Popular Posts