ଅଙ୍ଗନଵାଡି କର୍ମୀଙ୍କୁ ନିର୍ବାଚନ ଭେଟି
ସାକ୍ଷୀଗୋପାଳ ---- ଅଙ୍ଗନୱାଡି କର୍ମୀ ମାନଙ୍କର ଦାବୀକୁ ସରକାର ଶୁଣିଛନ୍ତି । ଏବେ ସେମାନଙ୍କ ପାଇଁ ମାସିକୁ ୭ ହଜାର ୫ଶହ ଟଙ୍କା ପାଇବେ । ଖରାଦିନ ଛୁଟି ୧୫ ଦିନ ମିଳିବ । ଅବସର ବୟସ ସୀମା ୬୨ ବର୍ଷ କରାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
