ads

Breaking News

ପିପିଲି କଲେଜର ୪୦ତମ ବାର୍ଷିକ ଉତ୍ସବ


ପିପିଲି----ପିପିଲି ମହାବିଦ୍ୟାଳୟ ପରିସରରେ ୪୦ତମ ବାର୍ଷିକ ଉସô୍ବକୁ ଅତିଥି ମାନେ  ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ  ।  ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗିତ ପରିବେଷଣ କରାଯାଇଥିଲା । ବାର୍ଷିକ ଉସô୍ବ ସଭାରେ ମହାବିଦ୍ୟାଳୟର ଅଧକ୍ଷ ଡଃ ଭିମସେନ କର ସଭାପତିତ୍ୱ କରିଥିଲେ । ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ଡଃ ଶିବ ପ୍ରସାଦ ମିଶ୍ର । ମୁଖ୍ୟ ଅତିଥିଭାବେ ଡଃ ପ୍ରସନ୍ନ କୁମାର ରାଉତରାୟ,ସମ୍ମାନିତ ଅତିଥି ଅଧାପକ ଭାନୁଟ୍ଟନାୟକ ଯୋଗ ଦେଇ ମହାବିଦ୍ୟାଳୟ ର ଉନ୍ନତି ଓ ଛାତ୍ରଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ ଗଠନ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ତପନ କୁମାର ଦାସ ମହାବିଦ୍ୟାଳୟ ର ବାର୍ଷିକ ବିବରଣି ପାଠ କରିଥିଲେ । ମହାବିଦ୍ୟାଳୟର କୃର୍ତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରଷ୍କାର ପ୍ରଦାନ କରାଯାଇଥିଲା । ଅଧ୍ୟାପକ ସୁରେସ ଚନ୍ଦ୍ର ପଣ୍ଡା,ସଚ୍ଚିକାନ୍ତ ନାୟକ,ଭାରତି ଭୁଷଣ ଦାସ ଓ ଅଧ୍ୟାପିକା ସରିତା ନାୟକ,ଅନାମିକା ସାହୁ,ରେସମା ସ୍ୱାଇଁ,ଶ୍ରୁଶ୍ରି ସଙ୍ଗିତା ପଶ୍ଚିମ କବାଟ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଡଃ ସଚ୍ଚିକାନ୍ତ ନାୟକ । ଶେଷରେ ମହାବିଦ୍ୟାଳୟ ପରିସରରେ ସାଂସ୍କୁତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । 

ପିପିଲିରୁ ବିଜୟ କୁମାର ମହାପାତ୍ର 

ads

Blog Archive

Popular Posts