ads

Breaking News

କବିତା ଶ୍ରୀମୂଖ

ସାକ୍ଷୀଗୋପାଳ ----
ଦେଖିବାକୁ ପ୍ରଭୁ ଭାରି ଇଛା ହୁଏ
ଭାବଗ୍ରାହୀ ହେ ଠାକୁର
ଡୋରି ନଲାଗିଲେ କିପରି ଯିବି ମୁଁ
କି ସୁନ୍ଦର ସେ ଶ୍ରୀକ୍ଷେତ୍ର 
ନୀଳ କନ୍ଦରର ଶଙ୍ଖ ନାଭି କ୍ଷେତ୍ରେ
      ବସିଛ କେଉଁ ଯୁଗରୁ
ଦେଖନ୍ତି ଶ୍ରୀମୂଖ ଚତୁଃର୍ଦ୍ଧାମୂରତି 
      ମରଣ କାଳ ଆଗରୁ
------------------------------
 କବି ମାନସ ରଞ୍ଜନ ପଟ୍ଟନାୟକ  , Sakhigopal News,13/5/2023

ads

Blog Archive

Popular Posts