ads

Breaking News

୨୪ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ


କୋଣାର୍କ-----ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ମଲଗାଁରୁ ହରମୋହନ ପଣ୍ଡାଙ୍କୁ ଗିରଫ କରି ତାଙ୍କ ଠାରୁ 24 ଲିଟର ଦେଶୀ ମଦ (Aska -40) ଜବତକରିବାରେ ସଫଳ ହୋଇଛନ୍ତି। କୋଣାର୍କ ଅବକାରୀ ଥାନା କେସ ନଂ -23/23-24 ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ କାରାଗାରକୁ ପଠାଯାଇଥିବା ସୁଚନା ମିଳିଛି । ଏହି ଚଢ଼ାଉରେ ASI ଶ୍ରୀ ଲୋକନାଥ ପାତ୍ର, Staff-ସ୍ଵାଗତିକା ଘଡେଇ,ସେକ ୱାରିସ, ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ । ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୫/୨୦୨୩----୭,୩୫ Sakhigopal News,16/5/2023

ads

Blog Archive

Popular Posts