ads

Breaking News

ଆଠ ଲିଟର ଦେଶୀ ମଦ ଜବତ , ବେପାରୀଙ୍କ ନାମରେ ମାମଲା ରୁଜୁ



ଓଡ଼ଗାଁ:- ବେଆଇନ ମଦ କାରବାର ହେଉଥିବା ଖବର ପାଇ ଓଡ଼ଗାଁ ଆଦର୍ଶ ଥାନା ପୁଲିସ୍ ଚଢ଼ାଉ କରିଥିଲେ। ଜଣଙ୍କ  ନାଁ ରେ ମାମଲା ରୁଜୁ କରିଥିବା ଜଣାପଡିଛି । 
ଅଭିଯୁକ୍ତ ହେଲେ ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରଙ୍ଗଣୀପାଟଣା ଗ୍ରାମର ସୁରେନ୍ଦ୍ର ସାହୁ(୪୫)। ସୁରେନ୍ଦ୍ର ବେଆଇନ ଦେଶୀ ମଦ କାରବାର କରୁଥିବା ନେଇ ବିଶେଷ ସୁତ୍ରରୁ ଓଡ଼ଗାଁ ପୋଲିସ ଖବର ପାଇ ସୋମବାର ସଂନ୍ଧ୍ଯାରେ ଅଚାନକ ନିଶା ବେପାରୀଙ୍କ ଘର ଉପରେ ଚଢାଉ କରିଥିଲେ। ଅଭିଯୁକ୍ତଙ୍କ ଘରୁ ପୋଲିସ ୮ ଲିଟର ଦେଶୀ ମଦ ଜବତ କରିଥିବା ଜଣାପଡିଛି। ଉକ୍ତ ଚଢାଉ ରେ ଓଡ଼ଗାଁ ଆଦର୍ଶ ଥାନା ଏସ୍ଆଇ ସ୍ୱାଗତ କୁମାର ଦାଶ ଓ ଫୋର୍ସ ସାମିଲ ଥିଲେ। 

ଓଡ଼ଗାଁରୁ ଦିଲ୍ଲୀପ୍ କୁମାର ବିଶୋଇ ଙ୍କ ରିପୋର୍ଟ,୨୨/୫/୨୦୨୩---୮,୪୫ Sakhigopal News,22/5/2023

ads

Blog Archive

Popular Posts