ads

Breaking News

ସାମ୍ବାଦିକ ଙ୍କ ମାତୃ ବିୟୋଗ


ବରଗଡ଼ --- ଅତାବିରା ସାମ୍ବାଦିକ ସୁରେନ୍ଦ୍ର କଠାରଙ୍କ  ମାତା ବେଲ କଠାର ଙ୍କ ଦେହାନ୍ତ ହୋଇଯାଇଛି।
ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନସ୍ଥ ବୁଗୁବୁଗା ପଂଚାୟତ ଜାମଟିକ୍ରା ଗ୍ରାମର  । ବେଲ କଠାର ଙ୍କ ୭୮ବର୍ଷ ବୟସରେ  ଦେହାନ୍ତ ହୋଇଯାଇଛି। ମୁତ୍ୟୁ ସମୟରେ ତାଙ୍କ ପୁତ୍ର ସୁରେନ୍ଦ୍ର , ପୁତ୍ର ବଧୂ ନାତିନାତୁଣୀ ଉପସ୍ଥିତ ରହି ଥିଲେ।  ୩ଟି ଝିଅ ସୁକାନ୍ତି, ଦୁଃଖି, ଉପାସୀ ଏବଂ ଏକ ମାତ୍ର ପୁଅ ସୁରେନ୍ଦ୍ର କଠାର ଅଛନ୍ତି।ତାଙ୍କର ଶେଷ ଦର୍ଶନ କରିବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମୁହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ଗାଁ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ତାାଙ୍କ ପୁତ୍ର ସୁରେନ୍ଦ୍ର ମୁଖାଗ୍ନି ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୫/୨୦୨୩----୬,୨୫ Sakhigopal News,27/5/2023

ads

Blog Archive

Popular Posts