ads

Breaking News

କୃତି ଛାତ୍ରୀଦ୍ବୟଙ୍କୁ ସମ୍ବର୍ଦ୍ଧନା


 
ଡେଲାଙ୍ଗ ----ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଗୋଡ଼ିପୁଟ ମାଟିଆପଡ଼ାର ଛାତ୍ରୀ ସୁଶ୍ରୀ ଶୁଭଲକ୍ଷ୍ମି ଜେନା ଓ ସରସ୍ଵତୀ ଶିଶୁ ମନ୍ଦିର ଜଟଣୀର ଛାତ୍ରୀ ପ୍ରତୀକ୍ଷା ପଣ୍ଡା ।  କେ.ସି.ସି.କୋଚିଂ ସେଣ୍ଟର ରେଙ୍ଗଳ ତରଫରୁ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ଯଥାକ୍ରମେ ୫୪୧  ଓ ୫୫୬ ନଂ ରଖିଥିବାରୁ କୋଚିଂର ପରିଚାଳକ ସୁଶାନ୍ତ କୁମାର ଚଂପତି,ଶିକ୍ଷକ ଜଳନ୍ଧର ବେହେରା, ଶିକ୍ଷୟିତ୍ରୀ  ପ୍ରିତିନନ୍ଦା ପରିଡ଼ା ଓ ଶିକ୍ଷକ ଚିତ୍ତରଞ୍ଜନ ପଟନାୟକ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍ବାଗତ ଜଣାଇଥିଲେ।ଏହି ଦୁଇଛାତ୍ରୀ ଦୁଇବର୍ଷ ନିଜର କଠୋର ପରିଶ୍ରମ ଫଳରେ କୃତିତ୍ୱ ଅର୍ଜନ କରିଥିବା ପ୍ରକାଶ କରିବା ସହ କୋଚିଂ ସେଣ୍ଟର ଶିକ୍ଷା କୁ ପ୍ରଶଂସା କରିଥିଲେ। ଭବିଷ୍ୟତରେ ପ୍ରଶାସନିକ ଅଧିକାରୀ ସେବା କରିବା ପାଇଁ ଉଭୟ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୫/୨୦୨୩---୭,୧୦ Sakhigopal News,19/5/2023

ads

Blog Archive

Popular Posts