ads

Breaking News

କରାମତଲ ପଞ୍ଚାୟତରେ କ୍ଷତ୍ରିୟ ସମାଜ ର ଖଣ୍ଡାଯାତ୍ରା


 ବଲାଙ୍ଗିର---- ବଲାଙ୍ଗିର ଜିଲ୍ଲା ସାଇଁତଲା ବ୍ଲକ ଅନ୍ତର୍ଗତ କରାମତଲ ଗ୍ରାମ ପଞ୍ଚାୟତ ରେ ଛନଛଡ଼ା ଗ୍ରାମ ଠାରେ କ୍ଷତ୍ରିୟ ସମାଜ ତରଫ ରୁ ଖଣ୍ଡାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପବିତ୍ର ବିଜୟୀ ଦଶମୀ ରେ ଅବସରରେ   ଛନଛଡ଼ା ତୁଷ୍ଟପାଲି ଏବଂ ଗୁରୁମୁନି କ୍ଷତ୍ରିୟ ସମାଜ ର ଖଣ୍ଡା ଯାତ୍ର ଏବଂ ସମାବେଶ ବହୁତ ଧୁମଧାମ ରେ ପାଳିତ ହୋଇଯାଇଛି । ପ୍ରଥମେ ବସ୍ତ୍ରନ ମନ୍ଦିର ରୁ ଶୋଭାଯାତ୍ରା ବାହାରି ଛନଛଡ଼ା ପାଟନେଶ୍ୱର ଠାକୁର ବୁଢା ଏବଂ ପଟଖଣ୍ଡା ମନ୍ଦିର ରୁ ଖଣ୍ଡା ଏଵଂମସଲା ଧରି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହି ଅବସରରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଓ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଏଵଂ ଜିଲାପରିସଦ ସଦସ୍ୟ ହିମାଚଳ ବୁଡେକ ଏଵଂ କରମତଲା ସରପଞ୍ଚ ତିଲେତମା ବାଗ ଓ କରୁଣାକର ବୁଡେକ ସଭାପତିତ୍ବ କରିଥିଲେ। କ୍ଷତ୍ରିୟ ସମାଜ ତରଫରୁ ସହିତ ଥବିର ବୁଡେକ ଙ୍କ ଧର୍ମପତ୍ନୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି ଅବସର ରେ କ୍ଷତ୍ରିୟ ସମାଜ ର କୃତି ଛାତ୍ରଛାତ୍ରୀ ମାନଙ୍କୁ ବି ସମ୍ମାନିତ କରାଯାଇଥିଲା ।  ଏହି ସଭାରେ  ଗଗନ ବିହାରୀ ବୁଡେକ ସଭାପରିଚାଳନା କରିଥିଲେ।  ରାମଚନ୍ଦ୍ର ବୁଡେକ,ପ୍ରଦୀପ  ବାଗ,ପ୍ରମୋଦ କୁମାର ବୁଡେକ ବାସୁଦେବ ଚୌହାନ,ଆଲୋକ ବୁଡେକ,ହେମନ୍ତ କୁମାର ବୁଡେକ,ସର୍ଦାର ବୁଡେକ,ସାରଥୀ ବୁଡେକ,ସୁରେଶ ବୁଡେକ,ଖଗେଶ୍ୱର ବୁଡେକ ,ରୁଷି ବୁଡେକ,ତନ୍ତ୍ର ବୁଡେକ,ସଂଜୀବ ଦେଓ, ଟୁନା ଦେଓ,ନେତ୍ର ବୁଡେକ,ଲିଙ୍ଗରାଜ ,ଆଶୁତୋଷ, ତପନ,ରତୁ,ରଞ୍ଜନ ବୁଡେକ,ଶଶୀ ଦଳପତି ମୋହନ ବୁଡେକ,ଡମ୍ବରୁ ବୁଡେକ,ଓ ଅନ୍ୟ ସହଯୋଗୀ ମାନେ ସଭାରେ ଉପସ୍ଥିତ ଥିଲେ।

ସାଇଁତଲା ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୬/୧୦/୨୦୨୨----୮,୪୦ Sakhigopal News,6/10/2022

ads

Blog Archive

Popular Posts