ads

Breaking News

ଆକାଶ ରେ ଏକ ଉଜ୍ଜ୍ବଳ ଆଲୋକ , ଲୋକେ ଭୟଭୀତ



ଓଡ଼ଗାଁ:-- ଆଜି ସନ୍ଧ୍ଯା ପ୍ରାୟ ୭.୦୦ ରୁ ୭.୩୦ ଭିତରେ ଆକାଶ ମାର୍ଗରେ ଏକ ଉଜ୍ଜ୍ବଳ ଆଲୋକ ପିଣ୍ତୁଳା ଲୋକଲୋଚନରେ ଦ୍ରୁଶ୍ୟ ମାନ ହୋଇ ଚର୍ଚ୍ଚା ର ବିଷୟ ପାଲଟିଛି। ଯାହାକି ସମଗ୍ର ଓଡ଼ଗାଁ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି। ଏଥି ନିମନ୍ତେ ଲୋକଙ୍କ ବିଭିନ୍ନ ଗୁଜବ ଶୁଣିବାକୁ ମିଳୁଛି। କେହି କେହି ଏହାକୁ ଉଲକା ପିଣ୍ଡ କହୁଥିବା ବେଳେ, କେହି କେହି ଏହାକୁ ତାରା ଖସୁଛି ବୋଲି କହିଛନ୍ତି। କିନ୍ତୁ ବାସ୍ତବ କଥା କେହି ଜାଣିନାହାନ୍ତି। ଏହି ଉଜ୍ଜ୍ବଳ ଆଲୋକ ପିଣ୍ତୁଳାଟି ଲୋକଙ୍କ ବହୁତ ପାଖରୁ ଦ୍ରୁଶ୍ୟମାନ ହେଇଥିବାରୁ ଲୋକେ ଅଳ୍ପ ସମୟ ପାଇଁ ଭୟଭୀତ ହୋଇଯାଇଥିଲେ। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
-୧/୧୦/୨୧ ---୮,୫୦  
Sakhigopal News,1/10/2021

ads

Blog Archive

Popular Posts