ads

Breaking News

କୋମଣ୍ଡ ସମବାୟ ସମ୍ପାଦକ ନିଲମ୍ବିତ


ଓଡ଼ଗାଁ:-- ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୋମଣ୍ଡ ସମବାୟ ସମ୍ପାଦକ ଲିଙ୍ଗରାଜ ସାହୁଙ୍କୁ ନିଲମ୍ବନ କରାଯାଇଛି। ସମବାୟ ପ୍ରଶାସକ ନିଜେ ଲିଙ୍ଗରାଜ ସାହୁଙ୍କୁ ପଦବୀରୁ ନିଲମ୍ବନ କରିଥିବା ଜଣାପଡିଛି।
               ଖବର ଅନୁସାରେ, କୋମଣ୍ଡ ସମବାୟ ସମ୍ପାଦକ ଲିଙ୍ଗରାଜ ସାହୁ ଅନେକ ଚାଷୀଙ୍କ ଠାରୁ କାଗଜପତ୍ର ଗ୍ରହଣ କରିଥିଲେ ମଧ୍ଯ ପଞ୍ଜିକରଣ କରିବାରେ ଅବହେଳା କରିଥିଲେ। ଏନେଇ ବିଭିନ୍ନ ଚାଷୀ ମାନେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ହୋଇଥିଲା। ତଦନ୍ତ ପରେ ସମବାୟ ସମ୍ପାଦକ ଲିଙ୍ଗରାଜ ସାହୁ କର୍ତ୍ତବ୍ୟ ରେ ଅବହେଳା କରିଥିବାରୁ ତାଙ୍କ ପଦବୀରୁ ନିଲମ୍ବନ କରାଯାଇଥିବା  ଜଣାପଡିଛି। 

ରିପୋର୍ଟ:-- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
୨୨/୧୦/୨୧,୧୦--୩୦ Sakhigopal News,22/10/2021

ads

Blog Archive

Popular Posts