ads

Breaking News

ବ୍ରାଉନସୁଗାର ଜବତ, ଜଣେ ଗିରଫ


ଓଡ଼ଗାଁ:-- ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଆଜି ବ୍ରାଉନସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଆଙ୍ଗିସିଙ୍ଗ ଗ୍ରାମର ପ୍ରଦୀପ ଶତପଥୀ ହୋଇଥିବା ବେଳେ ସେ ଓଡ଼ଗାଁ ପାଟଣାସାହିରେ ଘର ଭଡ଼ା ନେଇ ରହୁଥିଲେ।  ପୋଲିସ ଅଭିଯୁକ୍ତ ପ୍ରଦୀପଙ୍କ ଠାରୁ ୨୭.୭୦ ଗ୍ରାମ ଓଜନ ବିଶିଷ୍ଟ ବ୍ରାଉନସୁଗାର ଜବତ କରିବା ସହ ଅଭିଯୁକ୍ତ ପ୍ରଦୀପଙ୍କୁ କୋର୍ଟ ଚାଲାଣ କରିଥିବା ଜଣା ପଡିଛି। ଏନେଇ ଓଡଗାଁ ଆଦର୍ଶ ଥାନା ରେ ୧୦୮/୨୧ ରେ ଏକ ମାମଲା ରୁଜୁ ହୋଇଛି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
-୧/୧୦/୨୧ ----- ୮,୫୦
 Sakhigopal News, 1/10/2021

ads

Blog Archive

Popular Posts