ads

Breaking News

ତାରସିଂ ଥାନା ଅଧିକାରୀଙ୍କ ମାତୃ ବିୟୋଗ

 
ଭଞ୍ଜନଗର-ଗଞାମ ଜିଲ୍ଲା ତାରସିଂ ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶଙ୍କ ମା ଅନୁସୟା ଦାଶଙ୍କ ଶନିବାର ସକାଳ ୧୧ଟା ସମୟରେ ନୟାଗଡ଼ ପୁରୁଣା ସହରରେ ଥିବା ନିଜ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ଅନୁସୟାଙ୍କୁ ୭୬ ବର୍ଷ ବୟସ ହେଇଥିଲା। ଅନୁସୟା କକର୍ଟ ରୋଗରେ ବହୁ ଦିନ ହେଲା ପିଡିତ ଥିଲେ । ଅନୁସୟା ଜଣେ ଧର୍ମପରାୟଣ,ପରୋପକାରୀ ଓ ମିଷ୍ଟଭାଷା ମହିଳା ଥିଲେ । ଅନ୍ତିମ ଶଯ୍ୟା ସମୟରେ ଦୁଇ ପୁଅ ପ୍ରଦିପ୍ର କୁମାର ଦାଶ ,ସୁଜିତ୍ କୁମାର ଦାଶ ଙ୍କସହ ଦୁଇ ଝିଅ ନାତିନାତୁଣୀ ପରିବାର ବର୍ଗ ଉପସ୍ଥିତ ଥିଲେ ।ମୃତ୍ୟୁ ମାଙ୍କୁ ମୁଖାଗ୍ନି ବଡପୁଅ ପ୍ରଦିପ୍ର ଦେଇଥିଲେ । ଅନୁସୟାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖୋଳି ଯାଇଥିଲା ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୧୦/୨୦୨୧---୨,୦୦ 
Sakhigopal News,24/10/2021

ads

Blog Archive

Popular Posts