ads

Breaking News

ଭେଡେନ ପୋଲିସ ପକ୍ଷରୁ କଡାକଡ଼ି ମାସ୍କ ଚେକିଂ


ଭେଡେନ---- ବରଗଡ ଜିଲ୍ଲା ଭେଡେନ ଥାନା ର  ଆଇଆଇସି ହେମନ୍ତ ରାଓ ସଵ୍ ଇନିସ୍ପେକଟର ମନୋଜ ପ୍ରଧାନ ଓ ଷ୍ଟାଫ୍ ମାନଙ୍କ ସହିତ ଭେଡେନ ଥାନା ବିଭିନ୍ନ ଅଂଚଳ ପେଟ୍ରୋଲିଂ କରି କରୋନା ଷ୍ଟେନ୍ ଲହର ଦ୍ଵିତୀୟ ପର୍ଯ୍ୟାୟ ସରକାରୀ ନିୟମ ମାନିବାକୁ ଜନସାଧାରଣ ଙ୍କୁ ସଚେତନତ କରାଇଛନ୍ତି।

ମାକ୍ସ ପିନ୍ଧଵା,ସାମାଜିକ ଦୂରତା ରଖିବା, ବାରମ୍ବାର ସାବୁନ ଦ୍ଵାରା ହାତ ଧୋଇବା କହିଛନ୍ତି,ଏଥିରେ ନିୟମ ଉଲ୍ଲଂଘନ କଲେ ଆଇନ୍ ଅନୁଯାୟୀ କାର୍ଯ୍ୟ କରାଯିବ ସତର୍କ କରାଇ ଦେଇଛନ୍ତି।
ଯେଉଁ ଅମାନିଆ ମାନେ ମାନୁନାହାନ୍ତି ସେମାନଙ୍କୁ ଅର୍ଥ ଦଣ୍ଡ ସହିତ ତାଗିଦ କରିଛନ୍ତି ।ଆଗାମୀ ଦିନରେ ଏହିପରି ପେଟ୍ରୋଲିଂ ବ୍ଯବସ୍ଥା ଆହୁରି କଡା କଡି ଭାବେ ପାଳନ କରାଯିବ ବୋଲି ଭେଡେନ ଥାନା ଆଇଆଇସି ହେମନ୍ତ ରାଓ କହିଛନ୍ତି ।
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍,୯/୨/୨୦୨୧---୯,୨୦

ads

Blog Archive