ଡେଲାଙ୍ଗ--- ଡେଲାଙ୍ଗରେ ଉପନିର୍ବାଚନ ଯେତିକି ପାଖେଇ ଆସୁଛି ଡେଲାଙ୍ଗରେ ନିର୍ବାଚନ ପ୍ରଚାରରେ ବିଭିନ୍ନ ଜିଲ୍ଲା ଓ ବ୍ଳକରୁ ଲୋକ ମାନେ ସାମିଲ ହେଉଥିବାର ଦେଖାଯାଉଛି । ଏହାକୁ ନଜର କରି ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ତତ୍ୱବଧାନରେ ଡେଲାଙ୍ଗରାମଚନ୍ଦ୍ରପୁର ସ୍ଥିତ ମହାବୀର ମନ୍ଦିର ନିକଟରେ ମାସ୍କ ଚେଂକିଙ୍ଗ କରାଯାଇଥିଲା । ଯେଉଁମାନେ ମଟର ସାଇକେଲ , କାର, ଅଟୋ, ଟ୍ରକ ଆଦି ଡାଇଭର ସହ ପାସେଞ୍ଜର ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୯/୪/୨୦୨୧---୯,୩୦