ବେରବୋଇ ଗ୍ରାମ ପଞ୍ଚାୟତରେ ଦୁଆରକୁ ଦୁଆର ବୁଲି ପ୍ରଚାର
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ବେରବୋଇ ଗ୍ରାମ ପଞ୍ଚାୟତର ବିଭିନ୍ନ ୱାଡରେ ଘରକୁ ଘର ବୁଲି ବିଜେଡି ଦଳ ପକ୍ଷରୁ ରୁଦ୍ର ପ୍ରସାଦ ମହାରଥୀଙ୍କ ପାଇଁ ପ୍ରଚାରକୁ ଯୋରସୋର କରାଯାଇଛି । ରାଜ୍ୟ ବିଜେଡି ଯୁବ ସମ୍ପାଦକ ସୁବାଷ ମହାରଣା, ରାଜ୍ୟ ଯୁବ ସମ୍ପାଦକ ସମାପ୍ତ ମହାନ୍ତି, ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ ବେରବୋଇ ପଞ୍ଚାୟତର ସମିତିସଭ୍ୟ ଅଭିମନ୍ୟୁ ରାଉତ,ବେରବୋଇ ପଞ୍ଚାୟତର ସଭାପତି ଗୋପାଳ ଚନ୍ଦ୍ର ସ୍ୱାଇଁ, ସରପଞ୍ଚଙ୍କ ପ୍ରତିନିଧି କୈଳାସ ସ୍ୱାଇଁ , ଦେବ ସ୍ୱାଇଁଙ୍କ ସହିତ ବିଭିନ୍ନ ବିଜେଡି କର୍ମୀ ମାନେ ବେରୋଇ ଗ୍ରାମ ପଞ୍ଚାୟତର ବିଭିନ୍ନ ୱାର୍ଡରେ ପ୍ରଚାରକୁ ଯୋରସୋର କରିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୦/୪/୨୦୨୧-----୯,୨୦




