ads

Breaking News

ଜଟଣୀ ପିଏନ ହାଇସ୍କୁଲ ୧୯୮୯ ମାଟ୍ରିକ ବ୍ୟାଚ ଛାତ୍ର ମାନଙ୍କର ଏକ ବନ୍ଧୁ ମିଳନ

 
ଜଟଣୀ-----   ଜଟଣୀ ପିଏନ ହାଇସ୍କୁଲ ୧୯୮୯ ମାଟ୍ରିକ ବ୍ୟାଚ ଛାତ୍ର ମାନଙ୍କର ଏକ ବନ୍ଧୁ ମିଳନ ସ୍ଥାନୀୟ ହୋଟେଲ ଲ୍ୟାଣ୍ଡମାର୍କ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଦୀର୍ଘ ୩୨ ବର୍ଷ ବ୍ୟବଧାନରେ ଏକତ୍ରିତ ହୋଇ ଥିବାରୁ ସମସ୍ତ ଛାତ୍ର ଖୁସି ହୋଇଥିଲେ । କୋଭିଡ ନିୟମକୁ ମାନି ସମସ୍ତ ସଦସ୍ୟ ନିଜନିଜର ଛାତ୍ର ଜୀବନର ଅନୁଭୂତି ସମ୍ପର୍କରେ ମତପ୍ରକାଶ କରିଥିଲେ । ଚିତ୍ତରଞ୍ଜନ ଭୂୟାଁ ,ସଞ୍ଜୟ ଶୁକ୍ଳାଙ୍କ ସଂଯୋଜନା ରେ ଅନୁଷ୍ଠିତ ବନ୍ଧୁମିଳନରେ ଗୋପୀ କିଷାନ ଝୁନୁଝୁନୱାଲ , ସାମ୍ବାଦିକ ପ୍ରସନ୍ନ ପାଇକରାୟ , ରମେଶ ସାହୁ , ଶୁଭ ନାରାୟଣ ସାସମଲ , ବିରଞ୍ଚି ସେଠି , ବିଷ୍ଣୁ ସାହୁ , ଜୟନ୍ତ ମଙ୍ଗରାଜ , ଶଙ୍କର ଅଗ୍ରୱାଲ , ତପନ ସାହୁ , ଅଖକ୍ଷ ପୃଷ୍ଟି , ରଞ୍ଜନ ସ୍ୱାଇଁ , ଦିଲ୍ଲୀପ ମହାନ୍ତି , ଜିତେନ୍ଦ୍ର ମୁଦୁଲି , କିରୋଡ଼ି ଶର୍ମା , ସୁଶାନ୍ତ ଦାସ , ସାବୀର ସାଲୋନୀ , ମୁକେଶ ଅଗ୍ରୱାଲ , ବାଲକିସନ ଅଗ୍ରୱାଲ ଙ୍କ ସମେତ ୩୦ ରୁ ଉର୍ଦ୍ଧ୍ବ ଛାତ୍ର ଯୋଗଦେଇଥିଲେ ।
ଜଟଣୀ -ରଙ୍ଗନାଥ ବେହେରା ,୮/୧/୨୦୨୧----- ୮,୫୦

ads

Blog Archive