ads

Breaking News

ଦିବଙ୍ଗତ କରୋନା ଯୋଦ୍ଧା ସିଦ୍ଧାର୍ଥ ଙ୍କ ପାଇଁ ସ୍ମୁତିସଭା

ପିପିଲି-ପିପିଲି ଥାନାର କାର୍ଯ୍ୟରତ ହାବିଲଦାର ତଥା ଦିବଙ୍ଗତ କରୋନା ଯୋଦ୍ଧା ସିଦ୍ଧାର୍ଥ ଶଙ୍କର ଦାସଙ୍କ କରୋନା ଯୁଦ୍ଧରେ ଅକାଳ ବିୟୋଗ ଘଟିଛି । ତାଙ୍କର ଏକାଦଶାହ ଉପଲକ୍ଷେ ପିପିଲି ଥାନା ପରିସରରେ ଏସଡିପିଓ ପିପିଲି ଦେବଦତ ବରାଳଙ୍କ ସଭାପତିତ୍ୱରେ ଏକ ସ୍ମୁତୀ ସଭା ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୁଷ୍ଟି , ଥାନା ସେକେଣ୍ଡ ଅଫିସର ସନ୍ଦିପ କୁମାର ଦାସ ଓ ସୁରମା ସ୍ୱାଇଁ,ଏସ୍‌ଆଇ ରବିନ୍ଦ୍ର ନାୟକ ,ଶାନ୍ତାନୁ ନାୟକ ,ଶେଷଦେବ ସୁବୁଧି ଙ୍କ ସମେତ ସମସ୍ତ ପୁଲିସ କର୍ମଚାରୀ ଉପସ୍ଥିତ ରହି  ତାଙ୍କର ସ୍ମୁତୀ ଚାରଣ କରିବା ସହ ସ୍ୱର୍ଗତ ସିଦ୍ଧାର୍ଥଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରିବ ପ୍ରାର୍ଥନା କରିଥିଲେ । 


ପିପିଲିରୁ ବିଜୟ କୁମାର ମହାପାତ୍ର, ୧୩/୧/୨୦୨୧----୯,୩୫


ads

Blog Archive