ads

Breaking News

ସାମ୍ବାଦିକ ଦିଲ୍ଲିପ ଧାଉଡିଆ ସମ୍ମାନୀତ


 ଡେଲାଙ୍ଗ------- ବିଶ୍ୱଶାନ୍ତି ଆଧ୍ୟତ୍ମିକ ଯୋଗାଶ୍ରମ,ଖଣ୍ଡଗିରି ,ଭୁବନେଶ୍ୱର ଠାରେ  ଆୟୋଜିତ ରାଜ୍ୟସ୍ତରୀୟ ଆଧ୍ୟତ୍ମିକ ସାହିତ୍ୟ ଆସର ତଥା ବ୍ୟାସକବି ଫକୀର ମୋହନ ଜୟନ୍ତୀ ସମାରୋହ ଉତ୍ସବରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ,ଖୋର୍ଦ୍ଧା,ଓଡିଶା ପକ୍ଷରୁ  ବରିଷ୍ଠ ସାମ୍ବାଦିକ,ସମାଜସେବୀ ତଥା ସାହିତ୍ୟ ପ୍ରେମୀ  ଦିଲ୍ଲିପ କୁମାର ଧାଉଡିଆଙ୍କୁ  ଚଳିତ ବର୍ଷର ବ୍ୟାସକବି ଫକୀରମୋହନ ସ୍ମୃତି ସମ୍ମାନ-୨୦୨୧  ମୁଖ୍ୟ ଅତିଥି ପୂର୍ବତନ ସାସଂଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ଦ୍ୱାରା ସମ୍ମାନୀତ ହୋଇଛନ୍ତି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୯/୧/୨୦୨୧-----୬,୩୦

ads

Blog Archive

Popular Posts